କୋଲକାତା ହାଇକୋର୍ଟ ବାତିଲ କଲେ ୫ଲକ୍ଷ ଓବିସି ସାର୍ଟିଫିକେଟ

କୋଲକାତା : କୋଲକାତା ହାଇକୋର୍ଟ ବୁଧବାର ୨୦୧୦ ପରେ ପଶ୍ଚିମବଙ୍ଗରେ ଜାରି କରାଯାଇଥିବା ସମସ୍ତ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରି ଦେଇଛନ୍ତି। କୋଲକାତା ହାଇକୋର୍ଟର ବିଚାରପତି ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଖଣ୍ଡପୀଠ ଏକ ଆବେଦନ ଶୁଣାଣି କରିବା ବୁଧବାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାକୁ ନେଇ ୨୦୧୨ରେ ଏକ ଆବେଦନରେ ପ୍ରଶ୍ନ କରାଯାଇଥିଲା। ଏହି ଆବେଦନର ଆଜି ଶୁଣାଣି କରି … Continue reading କୋଲକାତା ହାଇକୋର୍ଟ ବାତିଲ କଲେ ୫ଲକ୍ଷ ଓବିସି ସାର୍ଟିଫିକେଟ